27.1 C
Bhubaneswar
Tuesday, September 22, 2026
Homeଓଡିଶାଭିଜିଲାନ୍ସ ଜାଲରେ ଜିଓଲୋଜିଷ୍ଟ

ଭିଜିଲାନ୍ସ ଜାଲରେ ଜିଓଲୋଜିଷ୍ଟ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ଲାଞ୍ଚ ନେବା ସମୟରେ ଜଣେ ଭୂତତ୍ତ୍ଵବିତ୍‌(ଜିଓଲୋଜିଷ୍ଟ)ଙ୍କୁ ଧରିଛି ଭିଜିଲାନ୍ସ। ବଲାଙ୍ଗୀର ଜିଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍‌ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ। ସେ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲାର ବିଭିନ୍ନବି ଠିକଣାରେ ଚଢ଼ାଉ ଆରମ୍ଭ କରିଦେଇଛନ୍ତି। ବିଶେଷକରି ନାୟକଙ୍କ କାର୍ଯ୍ୟାଳୟ ଏବଂ ଶତାବ୍ଦୀନଗରସ୍ଥିତ ଘରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking