27.1 C
Bhubaneswar
Tuesday, September 22, 2026
Homeଅପରାଧ୨ ଯୁବତୀଙ୍କ ସହ ହୋଟେଲ ରୁମରେ ସ୍ୱାମୀକୁ ଧରିଲା ସ୍ତ୍ରୀ

୨ ଯୁବତୀଙ୍କ ସହ ହୋଟେଲ ରୁମରେ ସ୍ୱାମୀକୁ ଧରିଲା ସ୍ତ୍ରୀ

ଭୁବନେଶ୍ୱର : ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଓୟୋ ହୋଟେଲରେ ଥିଲେ ରସିକିଆ ସ୍ୱାମୀ। ପୁଲିସ ସହାୟତାରେ ପିଛା କରି ଧରିଲେ ସ୍ତ୍ରୀ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚିଥିଲେ ସ୍ତ୍ରୀ। ସ୍ୱାମୀଙ୍କ କେଳେଙ୍କାରୀ ସମ୍ପର୍କରେ ସୂଚନା ଦେବାପରେ ପୁଲିସ ହୋଟେଲରେ ଚଢାଉ କରିଥିଲେ। ବଙ୍ଗୀୟ ଯୁବତୀଙ୍କ ସହ ଥିବାବେଳେ ସେଠାରେ ସ୍ୱାମୀଙ୍କୁ ଧରିଥିଲେ ସ୍ତ୍ରୀ। ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ଓ ନନ୍ଦନକାନନ ଥାନାରେ ମାମଲା ରହିଥିବା ଜଣାପଡିଛି। ତେବେ ହୋଟେଲରେ ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହ କରିଛି ପୁଲିସ। ସଂପୃକ୍ତ ଯୁବକ ଓ ଦୁଇ ବଙ୍ଗୀୟ ଯୁବକତୀଙ୍କୁ ଇନଫୋସିଟି ଥାନାରେ ଅଟକ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking