33.1 C
Bhubaneswar
Sunday, May 31, 2026
Homeଓଡିଶାଉଛୁଳା ନଦୀରେ ଭାସିଯାଉଥିବା ବେଳେ ଉଦ୍ଧାର କଲେ ଯୁବକ

ଉଛୁଳା ନଦୀରେ ଭାସିଯାଉଥିବା ବେଳେ ଉଦ୍ଧାର କଲେ ଯୁବକ

ମୟୁରଭଞ୍ଜ : ଉଛୁଳା ନଦୀରେ ଭାସିଗଲେ ଯୁବକ, ସ୍ଥାନୀୟ ଯୁବକଙ୍କ ଦ୍ବାରା ହେଲେ ଉଦ୍ଧାର। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଉଦଳା କଇଁସାରି ଜାମୁଘାଟ ପୋଲ ନିକଟରେ। ଲଗାଣ ବର୍ଷା କାରଣରୁ ଦେଓ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜାମୁଘାଟ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ଏହି ସମୟରେ ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ଏପର୍ୟ୍ୟନ୍ତ ନଦୀରୁ ଉଦ୍ଧାର ଯୁବକଙ୍କ ପରିଚୟ ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking