ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ । ଝୁଲି ଝୁଲି ଆସୁଛନ୍ତି ବଡ଼ ଠାକୁର । ତାଳଧ୍ୱଜ ରଥରେ ବିଜେ ହେବେ ବଡ ଠାକୁର । ଘଣ୍ଟ, ଘଣ୍ଟା , ବାଦ୍ୟର ବିଜେ ହେଉଛନ୍ତି ବଡ଼ ଠାକୁର ।