ପୁରୀ: ବିଜେ ହେଲେ ଶ୍ରୀସୁଦର୍ଶନ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ । ଘଣ୍ଟ, ଘଣ୍ଟା ,ବାଦ୍ୟରେ ବିଜେ ହେଲେ ଠାକୁର ।ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ପହଣ୍ଡି ବିଜେ । ଦର୍ପଦଳନ ରଥରେ ବିଜେ ହୋଇଛନ୍ତି ଶ୍ରୀସୁଦର୍ଶନ ।ତେବେ ଶୂନ୍ୟ ପହଣ୍ଡିରେ ବିଜେ ହୋଇଛନ୍ତି ଶ୍ରୀସୁଦର୍ଶନ ।