31.1 C
Bhubaneswar
Saturday, September 21, 2024
Homeଓଡିଶାପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ଦେଲା ଓକିଲ ସଂଘ

ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ଦେଲା ଓକିଲ ସଂଘ

ପୁରୀ : ପହଣ୍ଡି ବେଳେ ବଡ଼ ଠାକୁର ଖସିପଡିବା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । କିଏ ସେବାୟତଙ୍କ ଏଥିପାଇଁ ଦାୟୀ କରୁଛି ତ କିଏ ମନ୍ଦିର ପ୍ରଶାସନ ଉପରେ ଦୋଷାରୋପ କରୁଛି । ଏହାରି ଭିତରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାମରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏତଲା ଦିଆଯାଇଛି । ଏହାସହ ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ଓକିଲ ସଂଘ ଉଦବେଗ ପ୍ରକାଶ କରିଛି । ଏହାସହ ଓକିଲ ସଂଘ ତରଫରୁ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି । ଓକିଲ ସଂଘ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି, ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking