13.1 C
Bhubaneswar
Tuesday, December 23, 2025
Homeଓଡିଶାଦନ୍ତା ହାତୀ ଆକ୍ରମଣରେ ବନ ସୁରକ୍ଷା କର୍ମଚାରୀ ମୃତ

ଦନ୍ତା ହାତୀ ଆକ୍ରମଣରେ ବନ ସୁରକ୍ଷା କର୍ମଚାରୀ ମୃତ

ଯାଜପୁର : ଯାଜପୁର ଜିଲ୍ଲା ର ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀ ରେଞ୍ଜ ବନ୍ଧପାଲି ଜଙ୍ଗଲ ରେଶନି ବାରେ ଜଣେ ବନ ସୁରକ୍ଷା ସଦସ୍ୟ କୁ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଚି । ମୃତକ ବ୍ୟକ୍ତ ଜଣକ ହେଲେ ବଡ଼ଚଣା ବ୍ଳକର ସlଲପଦା ପଞ୍ଚlୟତ ର ଚlରିଗୋଚିଆ ଗ୍ରାମ ର ରବି ବିନ୍ଧାଣି (୩୪) ବୋଲି ଜଣା ପଡ଼ୁଛି l ରବି ବିନ୍ଧାଣି ଗ୍ରାମ ଅନ୍ୟ ଜଣେ ଯୁବକ ସହିତ ଜଙ୍ଗଲ ଜଗିବା ପାଇଁ ଯାଇ ଥିଲା । ହଠାତ୍ ଏକ ବଣୁଆ ହାତୀ ରବି କୁ ଆକ୍ରମଣ କରି ଶୁଣ୍ଡ ରେ ଉଠାଇ ନେଇ ତଳେ କଚାଡ଼ି ଦେଇ ଗୋଡ଼ ରେ ଚକୁଡ଼ି ଦେଇ ଥିଲା । ତାହା ସାଙ୍ଗ ଆସିଥିବା ଯୁବକ ଟି ଗ୍ରାମ୍ୟ ରେ କହି ଥିଲା ଗାଁ ଲୋକ ମାନେ ବଣ ଆସି ରବି ମୃତ ଦେହ ଉଦ୍ଧାର କରି ଥିଲେ। ଖବର ପାଇ ବଡ଼ଚଣା ବିଧାୟକ ଅମର ନାୟକ ଘଟଣା ସ୍ଥଳରେ ପହଁଚି ଥିଲେ ମୃତକ ପରିବା କୁ ବନ ବିଭାଗ କ୍ଷତିପୂରଣ ଦେବା ପାଇଁ କାତୃପକ୍ଷ ସହ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking