28.3 C
Bhubaneswar
Thursday, June 18, 2026
Homeଓଡିଶାରତ୍ନଭଣ୍ଡାର ମରାମତି ଜରୁରୀ : ଗଜପତି

ରତ୍ନଭଣ୍ଡାର ମରାମତି ଜରୁରୀ : ଗଜପତି

ପୁରୀ :  ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା । କହିଛନ୍ତି, ସରକାର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ । ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । ୪୫ ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ପୂର୍ବରୁ ମରାମତି ଆବଶ୍ୟକତା ରହିଛି କହିଛି ଏଏସଆଇ । ମରାମତି ସହ ରତ୍ନଭଣ୍ଡାର ଗଣତିମଣତି ଜରୁରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking