28.1 C
Bhubaneswar
Saturday, March 28, 2026
Homeଓଡିଶାଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସହଦେହଖୁଣ୍ଟା ଥାନାର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଲୋକନାଥ ମନ୍ଦୀର ନିକଟରେ ଦୁର୍ଗନ୍ଧ ହୋଇଥିଲା। ସ୍ଥାନୀୟ ଦୋକାନୀ ବହୁ ଖୋଜାଖୋଜି କରିବା ପରେ ପାଖରେ ଥିବା ଏକ ପରିତ୍ୟକ୍ତ ଘରୁ ମୃତଦେହକୁ ଠାବ କରିଥିଲେ। ଦୋକାନୀ ଜଣଙ୍କ ସଙ୍ଗେସଙ୍ଗେ ସହଦେବ ଖୁଣ୍ଟା ଥାନକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତଦେହ ଦେହ ଟି ଉଲଗ୍ନ ଅବସ୍ଥାରେ ପରିତ୍ୟକ୍ତ ଘରେ ପଡ଼ିଥିବା ବେଳେ ମରିବାକୁ ପ୍ରାୟ ୮ ରୁ ୧୦ ଦିନ ହେବ ବୋଲି ପୁଲିସ ଅନୁମାନ କରୁଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ପୁଲିସର ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking