28.1 C
Bhubaneswar
Sunday, September 29, 2024
Homeଓଡିଶାସର୍ପାଘାତରେ ମହିଳାଙ୍କ ମୃତ

ସର୍ପାଘାତରେ ମହିଳାଙ୍କ ମୃତ

କଟକ : ସର୍ପାଘାତରେ ମହିଳାଙ୍କ ମୃତ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରେଗେଡା ପଂଚାୟତ ନୂଆଗାଁରେ ଘଟିଛି ଏଭଳି ଅଘଟଣ। ମୃତ ମହିଳା ଜଣଙ୍କ ଗୈାରୀ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗୈାରୀ ଆଜି ସକାଳୁ ନିକଟସ୍ଥ ପଡିଆକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡିଦେଇଥିଲା । ଫଳରେ ଗୈାରୀ ଗୁରୁତର ଆହତ ହୋଇପଡିଥିଲେ । ତେବେ ସଙ୍ଗେସଙ୍ଗେ ଗୈାରୀଙ୍କୁ ନିକଟସ୍ଥ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking