28.1 C
Bhubaneswar
Sunday, September 29, 2024
Homeଓଡିଶାପଦ ମର୍ଯ୍ୟାଦା ରଖନ୍ତୁ : ପ୍ରତାପ ଦେବ

ପଦ ମର୍ଯ୍ୟାଦା ରଖନ୍ତୁ : ପ୍ରତାପ ଦେବ

ଭୁବନେଶ୍ୱର : ଗତ କିଛି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ସଭାସମିତିରେ ବିଜେଡିକୁ ଶାଣିତ ଆକ୍ରମଣ କରୁଥିବାବେଳେ ଏବେ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ କାଉଣ୍ଟର କରିଛି । କିଛି କହିବା ବେଳେ ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରଖନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଖଣିଯଚା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଦୁର୍ଭାଗ୍ୟଜନକ । ସେତେବେଳେ ସେ କାହିଁକି କହିଲେନି । ସେ ଭୁଲିଯାଉଛନ୍ତି ଯେ ଏବେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେ କହିବା ପୂର୍ବରୁ ଚିନ୍ତା କରିବା କଥା, ପଦ ମର୍ଯ୍ୟାଦା ରଖିବା କଥା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking