30.1 C
Bhubaneswar
Saturday, September 28, 2024
Homeଓଡିଶାଅନୁଭବଙ୍କ ନାଁରେ ଚାର୍ଜଫ୍ରେମ

ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ

ଭୁବନେଶ୍ୱର : ପୁଣି ଅଡ଼ୁଆରେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ଓ ବର୍ଷା ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଛି । କଟକ ଜେଏମଏଫସି କୋର୍ଟରେ ଅନୁଭବ ହାଜର ହେବା ପରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଛି । କେବଳ ଅନୁଭବ ନୁହନ୍ତି ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ କରାଯାଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ହୋଇଥିଲା । ଏହି ଘଟଣାରେ ପୁଲିସ ଚାର୍ଜଫ୍ରେମ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking