ଭୁବନେଶ୍ୱର : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାର୍ଜଫ୍ରେମ ଦାଖଲ ।ବିଧାୟକଙକ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ଦାଖଲ । ସ୍ପେଶାଲ ଜଜ୍, ସ୍ପେଶାଲ କୋର୍ଟରେ ଦାଖଲ ହେଲା ଚାର୍ଜ ଫ୍ରେମ୍ । ଗତବର୍ଷ ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା ।