ଭୁବନେଶ୍ୱର: ନବ ଦାସ ହତ୍ୟା ସମ୍ପର୍କିତ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ସମାଲୋଚନା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ ସାଂସଦ ସୁରେଶ ପୂଜାରୀଙ୍କ ଟାର୍ଗେଟ୍ । ଚାର୍ଜସିଟ ରିର୍ପୋଟରୁ ଜଣାପଡୁଛି କି ଷଡଯନ୍ତ୍ରକୁ ଚପାଇବାକୁ ଉଦ୍ୟମ କରାଯାଉଛି । ହତ୍ୟାର କାରଣ ଓ ଷଡଯନ୍ତ୍ରକାରୀ ପ୍ରତି ତଦନ୍ତ ନକରିବା ସନ୍ଦେହ ବଢେଇଛି । ଜାଣିଶୁଣୀ ଘଟଣାର ରହସ୍ୟକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।