ଚାନ୍ଦବାଲି: ଚାନ୍ଦବାଲି ସିଏଚସି ଡାକ୍ତରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ନର୍ସଙ୍କୁ ଦୁର୍ବ୍ୟବହାର ସହ ଅସଦାଚରଣ କରିଥିବା ନେଇ ଏତଲା । ଚାନ୍ଦବାଲି ଥାନାରେ ଏତଲା ପରେ ମାମଲା ରୁଜୁ । ଅଭିଯୋଗକାରୀଙ୍କ ୧୭୪ ବୟାନ ରେକର୍ଡ କଲା ପୋଲିସ ।