27.1 C
Bhubaneswar
Wednesday, April 29, 2026
Homeଓଡିଶାଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ଗତକାଲି ରାତି ୯:୩୦ ଘଟିକା ସମୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାତା ଶ୍ରୀମତୀ ଲୋଭାବତୀ ପରିଡା ୮୯ ବୟସରେ ଦେହତ୍ୟାଗ କରିଛନ୍ତି। ସେ ସ୍ବର୍ଗତ ଶ୍ରୀବନ୍ତ ପରିଡାଙ୍କର ଧର୍ମପତ୍ନୀ ଥିଲେ। ବୟସାଧିକ କାରଣ ହେତୁ କଟକର ଅଶ୍ୱିନୀ ହସ୍ପିଟାଲରେ ସେ ବହୁ ଦିନ ଧରି ଚିକିତ୍ସିତ ହେଇଆସୁଥିଲେ। ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ପରଲୋକରେ ନିଆଳି ଓ ନିମାପଡା ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking