39.1 C
Bhubaneswar
Wednesday, April 24, 2024
Homeଓଡିଶା ୮ କଲେଜକୁ ସୋ କଜ୍ ନୋଟିସ୍‌

 ୮ କଲେଜକୁ ସୋ କଜ୍ ନୋଟିସ୍‌

ଭୁବନେଶ୍ୱର: ୮ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ୍ । ୮ ଡିଗ୍ରୀ କଲେଜ୍ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମଧ୍ୟ ନୋଟିସ ହୋଇଥିବା ସୂଚନା ଜାରି । ଇୟଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇନଥିବାରୁ ନୋଟିସ୍ ହୋଇଥିବାର ସୂଚନା । ଗତ ୨୩ ଓ ୨୪ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଟ୍ରେନିଂ । କାହିଁକି ଯୋଗ ଦେଲେନି ମେ ୨୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ।

ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking