ନୂଆଦିଲ୍ଲୀ: ରାସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବିଜ୍ଞାନୀଙ୍କୁ ମିଳିତ ଭାବରେ ପାଇବେ ଏହି ପୁରସ୍କାର। ‘ଅଣୁ ନିର୍ମାଣ ପାଇଁ ଏକ ଚତୁର ଉପକରଣ’ ବିକାଶ ପାଇଁ କାରୋଲିନ୍ ଆର ବର୍ଟୋଜି, ମୋର୍ଟେନ୍ ମେଲଡାଲ୍ ଏବଂ କେ ବାରି ଶାରପ୍ଲେସ୍ ଙ୍କୁ ନୋବେଲ ମିଳିବ।
BREAKING NEWS:
The Royal Swedish Academy of Sciences has decided to award the 2022 #NobelPrize in Chemistry to Carolyn R. Bertozzi, Morten Meldal and K. Barry Sharpless “for the development of click chemistry and bioorthogonal chemistry.” pic.twitter.com/5tu6aOedy4— The Nobel Prize (@NobelPrize) October 5, 2022