ଭୁବନେଶ୍ୱର : ବାଣୀବିହାର କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ । କିଛି ଗାଡି ଭଙ୍ଗା ରୁଜା ସହ ଠେଙ୍ଗାରେ ଆକ୍ରମଣ ସୂଚନା । ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ପୋଲିସ ର ଛାନଭିନ ।