32.8 C
Bhubaneswar
Tuesday, April 16, 2024
Homeଓଡିଶାଭୁବନେଶ୍ୱରବାଣୀ ବିହାରରେ ବୁଲିଲା ଖଣ୍ଡା, ଭୁଜାଲି

ବାଣୀ ବିହାରରେ ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ୱର : ବାଣୀବିହାର କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ । କିଛି ଗାଡି ଭଙ୍ଗା ରୁଜା ସହ ଠେଙ୍ଗାରେ ଆକ୍ରମଣ ସୂଚନା । ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ପୋଲିସ ର ଛାନଭିନ ।

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking