28.1 C
Bhubaneswar
Saturday, June 14, 2025
Homeବ୍ରେକୀଙ୍ଗଖୁଦୁରୁକୁଣୀ ପୂଜା ଲାଗିଲେ ଠାକୁରାଣୀ

ଖୁଦୁରୁକୁଣୀ ପୂଜା ଲାଗିଲେ ଠାକୁରାଣୀ

ଯାଜପୁର: ଖୁଦୁରୁକୁଣୀ ପୂଜା କରୁ କରୁ ମହିଳାଙ୍କ ଦେହରେ ଆର୍ବିଭାବ ହେଲ ଠାକୁରାଣୀ। ଆଉ ଏ ହେଉଛି ତା ପରର ଦୃଶ୍ୟ। ଦେଖନ୍ତୁ କିଭଳି ଦୀପରୁ ଜଳନ୍ତା ସଳୀତା ନେଇ ଖାଉ ଛନ୍ତି ମହିଳା ଜଣଙ୍କ। ଆଉ ସଳୀତା ସରିଯିବା ପରେ ରାଗୁଛନ୍ତି। ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ଗଡ଼ ଅଞ୍ଚଳର । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଖୁଦୁରୁକୁଣୀ ପୂଜା କରୁଥିବା ସମୟରେ ୨୫ ବର୍ଷିୟ ଏହି ମହିଳା ଜଣକ ଏଭଳି ବ୍ୟବହାର କରିଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟ ଯୁବତୀ ମାନେ ଭୟରେ ସେଠାରୁ ଚାଲି ଯାଇଥିଲେ। ପରେ ପଡୋଶୀ ମହିଳା ମାନେ ସେଠାରେ ପହଞ୍ଚି ଉକ୍ତ ମହିଳାଙ୍କୁ ଜଳନ୍ତା ସଳୀତା ଓ ପଣା ଦେଇଥିଲେ। କିଛିସମୟ ପରେ ମହିଳା ଶାନ୍ତ ପଡିଥିଲେ। ତେବେ ଏହି ମହିଳାଙ୍କ ଦେହରେ ମା ମଙ୍ଗଳା ଆସିଥିବା ସେଠାରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking