41.1 C
Bhubaneswar
Tuesday, April 30, 2024
Homeଓଡିଶାପୋଖରୀରେ ବୁଡ଼ି ୨ ଯାଆଙ୍କର ମୃତ୍ୟୁ

ପୋଖରୀରେ ବୁଡ଼ି ୨ ଯାଆଙ୍କର ମୃତ୍ୟୁ

ବାରିପଦା : ପୋଖରୀରେ ବୁଡ଼ିବା ପରେ ଘଟିଲା ଅଘଟଣ । ବାରିପଦା ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ବୁଡ଼ିବା ପରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୋଟିଏ ପରିବାର ବୋଲି ଜଣାପଡ଼ିଛି । ଉଦ୍ଭୟ ସମ୍ପର୍କରେ ଯାଆ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ , ଦୁଇ ଯାଆ ସ୍ୱୟଂ ସହାୟିକା ଗୋଷ୍ଠୀର ବୈଠକ ସାରି ଫେରୁଥିଲେ । ଫେରିବାରେ ବିଳମ୍ବ ହେବାକୁ ନେଇ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଗାଁ ପୋଖରୀରୁୁ ଉଦ୍ଭୟଙ୍କ ମୃତ ଦେହକୁ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking