17.1 C
Bhubaneswar
Friday, January 10, 2025
Homeଓଡିଶାମାଡ଼ି ଆସୁଛି ‘ଅମ୍ଫାନ’ : କେଉଁ ଜିଲ୍ଲାରେ କେତେ ସ୍ଥାନାନ୍ତର

ମାଡ଼ି ଆସୁଛି ‘ଅମ୍ଫାନ’ : କେଉଁ ଜିଲ୍ଲାରେ କେତେ ସ୍ଥାନାନ୍ତର

ଭୁବନେଶ୍ୱର : ମାଡ଼ି ଆସୁଛି ଅମ୍ଫାନ । ଏବେ ସୁଦ୍ଧା ବିଭିନ୍ନ ଜିଲ୍ଲାର ୧ଲକ୍ଷ ୧୯ହଜାର ୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ ୨୩,୧୪୨ସ୍ଥାନାନ୍ତର, ୨୧୧ଟି ଆଶ୍ରୟସ୍ଥଳୀରେ ରହିଲେ । ଭଦ୍ରକରେ ୨୬,୧୭୪ ସ୍ଥାନାନ୍ତର, ୩୬୬ଟି ଆଶ୍ରୟସ୍ଥଳୀରେ ରହିଲେ । କଟକରେ ୩୯୩୮ ସ୍ଥାନାନ୍ତର, ୭୬ଟି ଆଶ୍ରୟସ୍ଥଳୀରେ ରହିଲେ । ଗଜପତିରେ ୧୪୯୫ ସ୍ଥାନାନ୍ତର, ୧୧ଟି ଆଶ୍ରୟସ୍ଥଳୀରେ ରହିଲେ । ଜଗତସିଂହପୁରରେ ୯୦୭୬ ସ୍ଥାନାନ୍ତର,୧୧୨ଟି ଆଶ୍ରୟସ୍ଥଳୀରେ ରହିଲେ । ଯାଜପୁରରେ ୭୧୪୦ ସ୍ଥାନାନ୍ତର, ୧୫୧ଟି ଆଶ୍ରୟସ୍ଥଳୀରେ ରହିଲେ । କେନ୍ଦ୍ରାପଡ଼ାରେ ୩୨ହଜାର ୬୦ ସ୍ଥାନାନ୍ତର, ୮୫ଟି ଆଶ୍ରୟସ୍ଥଳୀରେ ରହିଲେ । କେନ୍ଦୁଝରରେ ୯୨ ସ୍ଥାନାନ୍ତର, ୨ଟି ଆଶ୍ରୟସ୍ଥଳୀର ସୁବିଧା । ଖୋର୍ଦ୍ଧାରେ ୧୩୮୫ ସ୍ଥାନାନ୍ତର,୨୨ଟି ଆଶ୍ରୟସ୍ଥଳୀର ସୁବିଧା । ମୟୁରଭଞ୍ଜରେ ୫୨୦୦ସ୍ଥାନାନ୍ତର, ୩୮୭ଟି ଆଶ୍ରୟସ୍ଥଳୀରେ ରହିଲେ । ପୁରୀରେ ୯୩୭୩ ସ୍ଥାନାନ୍ତର, ୨୮୧ଟି ଆଶ୍ରୟସ୍ଥଳୀର ସୁବିଧା ହୋଇଛି ।
https://onakhabar.com/2020/05/20/super-cyclone-amphan-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking