31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୯୦୨ ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୯୦୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସଂକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ଆଉ ୯୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୨୩ଟି କେସ ରହିଥିବା ବେଳେ ଲୋକାଲ କେସ ୩୭୯ଟି ରହିଛି । ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୭ ହଜାର ୯୬୦୬କୁ ବୃଦ୍ଧି ପାଇଛି । ସେହିଭଳି କରୋନାରୁ ସୁସ୍ଥ ହେଲେଣି ୨ ଲକ୍ଷ ୯୫ ହଜାର ୨୪୫ ଜଣ । ଅନ୍ୟପଟେ ୧୧ ହଜାର ୯୮ଟି ଆକ୍ଟିଭ କେସ ଏବେ ବି ରହିଛି । ମୟୁରଭଂଜରୁ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୮୫, କଟକରୁ ୭୦ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking