29.1 C
Bhubaneswar
Saturday, April 20, 2024
Homeକରୋନାଦିନକରେ ୭୮,୫୨୪ ଆକ୍ରାନ୍ତ; ୯୭୧ ମୃତ

ଦିନକରେ ୭୮,୫୨୪ ଆକ୍ରାନ୍ତ; ୯୭୧ ମୃତ

ନୂଆଦିଲ୍ଲୀ: କିଛିମାତ୍ରାରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ଏବେ ବି ଦେଶରେ କରୋନା ସଂକ୍ରମଣ ରହିଛି । ଦେଶରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬କୁ ବୃଦ୍ଧି ପାଇଛି । ସେହିଭଳି ଦିନକରେ ୭୮,୫୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୭୧ ଜଣଙ୍କର ଗୋଟିଏ ଦିନରେ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଏବେ ଆକ୍ଟିଭ କେସ ୯,୦୨,୪୨୫ ରହିଥିବା ବେଳେ ୫୮,୨୭,୭୦୫ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking