29.1 C
Bhubaneswar
Thursday, May 2, 2024
Homeଓଡିଶାପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ଜଣେ ମୃତ

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ଜଣେ ମୃତ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଗୁରୁତର ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିବା ୨ ଜଣଙ୍କ ମଧ୍ୟରୁ ଆଜି ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏସସିବି ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରାଣା ସୂଚନା ପ୍ରଦାନ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଗଂଜାମର ସତ୍ୟ ନାୟକ । କାଲି ଗୁରୁତର ଅବସ୍ଥାରେ କଟକ ଏସସିବି ସେ ସ୍ଥାନାନ୍ତର ହୋଇଥିଲେ । ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking