ନୂଆଦିଲ୍ଲୀ : ପ୍ରୟାଗରାଜରେ ଆଜି ଆସ୍ଥାର ମହାକୁମ୍ଭ ମେଳା । ଏବେ ସୁଦ୍ଧା ବୁଡ ପକାଇଲେଣି ୬୦ ଲକ୍ଷ ଶ୍ରଦ୍ଧାଳୁ । ମହାକୁମ୍ଭ ମେଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ଡିଜିପି । ପାରମ୍ପରିକ ପୋଲିସ ବ୍ୟବସ୍ଥା ସହ ଟେକନୋଲୋଜିର ବ୍ୟବସ୍ଥା ରହିଛି । ଏଥିସହ କୁମ୍ଭମେଳା ପାଇଁ ବିଶାଳ , ଐଶ୍ୱରିକ ସହ ଡିଜିଟାଲ ଓ ସେଫ ହେବ ।