ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ୫ମ ଦିନ ଶାନ୍ତି , ଶୃଙ୍ଖଳାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଚାଲିଛି ପ୍ରଶ୍ନକାଳ । ରାଜ୍ୟରେ ୧୯୧ ଟି ପାଇପ ଜଳ ପ୍ରକଳ୍ପ ନିର୍ମାଣାଧୀନ । ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଉତ୍ତର । ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ ହୋଇଛି ୧୬ ଟି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ ଟି ସମ୍ପୂର୍ଣ ହେବ । ଡ଼ିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ ଟି ସମ୍ପୂର୍ଣ ହେବ ।