31.1 C
Bhubaneswar
Tuesday, October 20, 2026
Homeଓଡିଶାଭସାଣରେ ଡିଜେ ମନା: ଡିସିପି

ଭସାଣରେ ଡିଜେ ମନା: ଡିସିପି

ଭୁବନେଶ୍ୱର: ଭୁବନେଶ୍ୱରରେ ଭସାଣ ଶୋଭାଯାତ୍ରାରେ ଡିଜେ ଗାଡି ମନା । ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡି ନେଇପାରିବେନି । ରାତି ୧୦ଟା ପରେ ଲାଉଡ ମ୍ୟୁଜିକ ବାରଣ କରିଛନ୍ତି ସୁପ୍ରିମକୋର୍ଟ । ଯଦି କେହି ଏହାକୁ ଅମାନ୍ୟ କରନ୍ତି ମାମଲା କରାଯିବ କହିଛନ୍ତି ଭୁବନେଶ୍ୱର ଡିସିପି ଶରବଣା ବିବେକ ଏମ । ଆଇନଶୃଙ୍ଖଳା ପାଇଁ ୪୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ୬ଟିସ୍ଥାନରେ ଭସାଣ ନେଇ ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି । କୁଆଖାଇରେ ୩ଟି, ଦୟା ନଦୀରେ ଗୋଟିଏ ସ୍ଥାନରେ ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି । ୯ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking