37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରାଜ୍ୟରେ ୨୪ ଘଣ୍ଟାରେ ୫୨ ହଜାର ୮୮୨ କରୋନା ଟେଷ୍ଟ

ରାଜ୍ୟରେ ୨୪ ଘଣ୍ଟାରେ ୫୨ ହଜାର ୮୮୨ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାର କାରଣ ହେଲା , ରାଜ୍ୟରେ ଏବେ ଟେଷ୍ଟ ସଂଖ୍ୟା ବଢିଛି । ରାଜ୍ୟରେ ୨୪ ଘଣ୍ଟାରେ ୫୨ ହଜାର ୮୮୨ କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଟିପିସିଆର ୮,୨୩୫ଟି ହୋଇଥିବା ବେଳେ ୪୪,୫୧୪ଟି ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏଥିସହ ୯୩ଟି ଟ୍ରୁନାଟ ଟେଷ୍ଟ ହୋଇଛି ।
ଗତକାଲି ରାଜ୍ୟରେ ୫୦୭୫୦ କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୮୪୪୫ଟି ଆରଟିପିସିଆର ହୋଇଥିବା ବେଳେ ୪୨,୦୨୪ ଟି ଆଣ୍ଟିଜେନ ଟେଷ୍ଟ ହୋଇଥିଲା ।ଏଥିସହ ୧୦୧ଟି ଟ୍ରୁନାଟ ଟେଷ୍ଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking