31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜଧାନୀରେ ବନ୍ଧୁକ ଡିଲ୍

ରାଜଧାନୀରେ ବନ୍ଧୁକ ଡିଲ୍

ଭୁବନେଶ୍ବର: ରାଜଧାନୀ ଏବେ ଦିନକୁ ଦିନ ପାଲଟୁଛି ଅପରାଧିକ କେନ୍ଦ୍ରସ୍ଥଳୀ । ରାଜଧାନୀର କଳ୍ପନା ଛକରେ ବନ୍ଧୁକ ଡିଲ୍ ର ପର୍ଦ୍ଦାଫାସ ହୋଇଛି । ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ଜଣଙ୍କ ମଧ୍ୟରେ ୨ପୁରୁଷ ଓ ଜଣେ ମହିଳା ରହିଛନ୍ତି। ମହିଳା ସହଯୋଗୀଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ଗିରଫ କରିଛି ଏସଟିଏଫ୍ ଓ ବଡଗଡ ପୋଲିସ । ୪୫ ହଜାର ଟଙ୍କାରେ ବନ୍ଧୁକ କିଣୁଥିଲେ ଅଭିଯୁକ୍ତ । ଏହାସହ ଚୋରା ବନ୍ଧୁକ ବିକୁଥିବା ବ୍ୟବସାୟୀ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫ କରିବା ସମୟରେ ୯ ଏମଏମ ପିସ୍ତଲ, ୪ରାଉଣ୍ଡ ଗୁଳି ସହ ସ୍କର୍ପିଓ ମଧ୍ୟ ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking