ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ । ହୁହୁ ହୋଇ ବଢି ଚାଲିଛି କରୋନା ମହାମାରୀ ସଂକ୍ରମଣ । ପ୍ରତିଦିନ ରାଜ୍ୟରେ ନୂଆ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏବେ ଏହା ଚିନ୍ତାର ବିଷୟ ପାଲଟିଛି । ଆଜି ପୁଣି ରାଜ୍ୟରେ ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୨୪୬୬ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୭୧୪ ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।
Covid-19 Report For 17th September
New Positives Cases: 4180
In quarantine: 2466
Local contacts: 1714(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 133
3. Bargarh: 100
4. Bhadrak: 81
5. Balangir: 73— I & PR Department, Odisha (@IPR_Odisha) September 18, 2020
6. Boudh: 56
7. Cuttack: 492
8. Deogarh: 10
9. Dhenkanal: 67
10. Gajapati: 25
11. Ganjam: 58
12. Jagatsinghpur: 123
13. Jajpur: 184
14. Jharsuguda: 83
15. Kalahandi: 67
16. Kandhamal: 77
17. Kendrapada: 121
18. Keonjhar: 73
19. Khurda: 688
20. Koraput: 99
21. Malkangiri: 53— I & PR Department, Odisha (@IPR_Odisha) September 18, 2020
22. Mayurbhanj: 163
23. Nawarangpur: 73
24. Nayagarh: 54
25. Nuapada: 54
26. Puri: 166
27. Rayagada: 160
28. Sambalpur: 127
29. Sonepur: 62
30. Sundargarh: 166
31. State Pool: 337New Recovery: 3607
Cumulative Tested: 2667747
Positive: 171341
Recovered: 133466
Active Case: 37140— I & PR Department, Odisha (@IPR_Odisha) September 18, 2020
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫୫ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୩ଜଣ, ବରଗଡ଼ ଜିଲ୍ଲାରୁ ୧୦୦ଜଣ, ଭଦ୍ରକ ଜିଲ୍ଲାରୁ ୮୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୩ଜଣ, ବୌଦ୍ଧ ଜିଲ୍ଲାରୁ ୫୬ଜଣ, କଟକ ଜିଲ୍ଲାରୁ ୪୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଜଣ, ଗଜପତି ଜିଲ୍ଲାରୁ ୨୫ଜଣ, ଗଞ୍ଜାମ ଜିଲ୍ଲାରୁ ୫୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୩ଜଣ, ଯାଜପୁର ଜିଲ୍ଲାରୁ ୧୮୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୩ଜଣ, କଳାହାଣ୍ଡି ଜିଲ୍ଲାରୁ ୬୭ଜଣ, କନ୍ଧମାଳ ଜିଲ୍ଲାରୁ ୭୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୮୮ଜଣ, କୋରାପୁଟ ଜିଲ୍ଲାରୁ ୯୯ଜଣ, ମାଲକାନଗିରି ଜିଲ୍ଲାରୁ ୫୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୩ଜଣ, ନୟାଗଡ଼ ଜିଲ୍ଲାରୁ ୫୪ଜଣ, ନୂଆପଡ଼ା ଜିଲ୍ଲାରୁ ୫୪ଜଣ, ପୁରୀ ଜିଲ୍ଲାରୁ ୧୬୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୭ଜଣ, ସୋନପୁର ଜିଲ୍ଲାରୁ ୬୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬ଜଣ, ଷ୍ଟେଟ ପୁଲ୍ରୁ ୩୩୭ଜଣ ରହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୧,୭୧,୩୪୧ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧,୩୩,୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୭,୧୪୦ ଜଣ ଏବେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।