30.1 C
Bhubaneswar
Wednesday, July 30, 2025
Homeଓଡିଶାଭୁବନେଶ୍ୱରରେ ୩୯.୨ ଡିଗ୍ରୀ

ଭୁବନେଶ୍ୱରରେ ୩୯.୨ ଡିଗ୍ରୀ

ଭୁବନେଶ୍ବର: ସକାଳୁ ତାତିଲାଣି ଓଡ଼ିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଡହଡହ ଖରାରେ ସିଝିଲାଣି ରାଜଧାନୀ ଭୁବନେଶ୍ବର । ଦିନ ୧୧.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସେହିପରି ଅନ୍ୟସ୍ଥାନରେ କେତେ ତାପମାତ୍ରା ଜାଣନ୍ତୁ: ବାଲେଶ୍ବର-୩୯.୬ , ଚାନ୍ଦବାଲି-୩୮.୭ ,ଝାରସୁଗୁଡ଼ା-୩୮.୪ , କେନ୍ଦୁଝର-୩୮, ହୀରାକୁଦ-୩୭.୫, ରାଉରକେଲା-୩୭, ସମ୍ବଲପୁର-୩୬.୮, ଗୋପାଳପୁର-୩୫.୨, ପାରାଦୀପ-୩୫ ଡିଗ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking