33.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡିରେ ୩୬ ସାଧାରଣ ସଂପାଦକ ନିଯୁକ୍ତ

ବିଜେଡିରେ ୩୬ ସାଧାରଣ ସଂପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜେଡିରେ ୩୬ ଜଣ ସାଧାରଣ ସଂପାଦକ ନିଯୁକ୍ତ । ୩୬ ଜଣ ହେଲେ ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସ୍ନେହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା, ହାଜି ମହମ୍ମଦ ଆୟବ ଖାଁ, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ରାଜଶ୍ରୀ ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ରାମେଶ୍ୱରୀ ପଣିଗ୍ରାହୀ, ରାଜୀବ ପାତ୍ର, ସୁଧିର ସାମଲ, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯୋଗେଶ ସିଂହ, ବାସନ୍ତି ହେମ୍ବ୍ରମ, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାରାଣ୍ଡି, ମାନଓ ମଙ୍ଗରାଜ, ଜନ୍ମେଜୟ ଲେଙ୍କା, ବିଶ୍ୱଜିତ ମହାନ୍ତି, ସତ୍ୟବ୍ରତ ପାତ୍ର, ଶାରଦା ଜେନା, ଗୀତାଂଜଳୀ ସେଠୀ ହୋଇଛନ୍ତି ସାଧାରଣ ସଂପାଦକ । ପ୍ରମୋଦ ଜେନା ଏବଂ ଶ୍ୟାମାପ୍ରସାଦ ବେହେରା ସାଧାରଣ ସଂପାଦକ । ୩୬ ଜଣଙ୍କୁ ସାଧାରଣ ସଂପାଦକ ସହ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି ସଭାପତି ।

ସୁଶାନ୍ତ ସିଂହ ଓ ମନୋହର ରନ୍ଧାରୀଙ୍କୁ-ସଶକ୍ତ ଓଡ଼ିଶା, ଚନ୍ଦ୍ର ସାରଥି ବେହେରା ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ- ଏସସି ସଶକ୍ତିକରଣ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଓ ଉମାକାନ୍ତ ସାମନ୍ତରାୟଙ୍କୁ- ସାମାଜିକ କଲ୍ୟାଣ, ଜଗନ୍ନାଥ ସାରକା- ଏସଟି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ହାଜି ମହମ୍ମଦ ଆୟୁବ ଖାନଙ୍କୁ- ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।
ସେହିପରି ଦେବେଶ ଆଚାର୍ଯ୍ୟ, ସୁଧୀର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ- ଓଡ଼ିଶା: ମୋ ପରିବାର, ବ୍ୟୋମକେଶ ରାୟ- ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନା-ସଶକ୍ତ ଓଡ଼ିଶା, ରାଜଶ୍ରୀ ମଲ୍ଲିକ-ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ର- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଧ୍ରୁବ ଚରଣ ସାହୁ-ପରିବେଶ, ପ୍ରଣବ ବଳବନ୍ତରାୟଙ୍କୁ- ଯୁବ ବ୍ୟାପାର, ରାସେଶ୍ୱରୀ ପାଣିଗ୍ରାହୀ- ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି ।
ରାଜୀବ ଲୋଚନ ପାତ୍ର-ସାମାଜିକ କଲ୍ୟାଣ, ବିଜୟ କୁମାର ନାୟକ- ଆଞ୍ଚଳିକ ଉନ୍ନୟନ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ ଓ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର- ମହିଳା ସଶକ୍ତିକରଣ, ପ୍ରଫୁଲ୍ଲ- ସାମାଜିକ କଲ୍ୟାଣ, ଦେବାଶିଷ ମାରଣ୍ଡି- ସଂଖ୍ୟାଲଘୁ ଓ ଆଦିବାସୀ ସଶକ୍ତିକରଣ, ମାନସ ମଙ୍ଗରାଜ-ଗଣମାଧ୍ୟମ ବ୍ୟାପାର, ବିଶ୍ୱଜିତ ମହାନ୍ତି- ସଶକ୍ତ ଓଡ଼ିଶା, ଜନ୍ମେଞ୍ଜୟ ଲେଙ୍କା, ଶାରଦା ପ୍ରସାଦ ଜେନା ଓ ସତ୍ୟବ୍ରତ ପାତ୍ର- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଗୀତାଞ୍ଜଳି ସେଠୀ- ଏସସି ସଶକ୍ତୀକରଣ, ପ୍ରମୋଦ କିଶୋର ଜେନା- ପରିବେଶ, ଶ୍ୟାମ ପ୍ରସାଦ ବେହେରା- ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking