29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ପୁଣି ମାତି ଉଠିଛନ୍ତି । ଆଜି ପୁଞ୍ଚ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ମୋଗଲ ରୋଡ ଡୁଗରାନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ସୁରକ୍ଷା ବାହିନୀ ମିଳିତ ଭାବେ ଆତଙ୍କବାଦୀଙ୍କ ଦମନ ପାଇଁ ଅପରେସନ ଜାରି ରଖିଥିଲେ । ସୁରକ୍ଷାକର୍ମୀମାନେ ଆତ୍ମମସମର୍ପଣ କରିବାକୁ କହିଥିଲେ, ମାତ୍ର ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାପରେ ସୁରକ୍ଷା ବାହିନୀ ସେମାନଙ୍କୁ ଏନକାଉଣ୍ଟର କରିଥିଲେ । ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking