28.1 C
Bhubaneswar
Tuesday, May 21, 2024
Homeଅପରାଧବଲାଙ୍ଗୀରର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରର ଉତ୍ପାତ; ଆକ୍ରମଣରେ ୩ ଜଣ ଛାତ୍ର ଆହତ

ବଲାଙ୍ଗୀରର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରର ଉତ୍ପାତ; ଆକ୍ରମଣରେ ୩ ଜଣ ଛାତ୍ର ଆହତ

ବଲାଙ୍ଗୀର: ରାଜ୍ୟରେ ଏବେ ଯୁବଗୋଷ୍ଠୀଙ୍କ କାର୍ଯ୍ୟକଳାପ ଦିନକୁ ଦିନ ହିଂସ୍ର ହେବାକୁ ଲାଗିଲାଣି । ପ୍ରତିଦିନ ନାନା ପ୍ରକାର ଗଣ୍ଡଗୋଳ ଏବଂ ଅପରାଧ ଜନିତ ଘଟଣା ସାମନାକୁ ଆସୁଛି । ତେବେ ଆଜି ଏଭଳି ଏକ ଘଟରା ଆସିଛି ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ । ହଠାତ ବିଶ୍ୱବିଦ୍ୟାଳୟରେ ପଶି ଜଣେ ଯୁବକ ଉତ୍ପାତ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଯୁବକ ଜଣକ ବିଶ୍ୱବିଦ୍ୟାଳୟର ନୁହେଁ ବୋଲି ଜାଣିବାକୁ ମିଳିଛି । ବ୍ଲେଡ ଧରି ଜଣେ ଅଣଛାତ୍ର ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ୨ ଜଣ ଆହତ ହୋଇଛନ୍ତି । ତେଣୁ ସେମାନଭ୍‌କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking