32.1 C
Bhubaneswar
Sunday, April 28, 2024
Homeଓଡିଶା୨ ଯୁବତୀ ବ୍ରାଉନସୁଗାର ବେପାରୀ !

୨ ଯୁବତୀ ବ୍ରାଉନସୁଗାର ବେପାରୀ !

ଭୁବନେଶ୍ୱର : ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବତୀ ଗିରଫ । ଭୁବନେଶ୍ୱରରେ ଘର ଭଡା ନେଇ ଚଳାଉଥିଲେ ନିଶା କାରବାର । କାକଟପୁର ଓ ବାଲେଶ୍ୱରର ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ । ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ ।

ଛାତ୍ରୀଙ୍କୁ ଅସଦାଚରଣ ; ଗିରଫ ହେଲେ ପ୍ରଧାନ ଶିକ୍ଷକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking