ଛାତ୍ରୀଙ୍କୁ ଅସଦାଚରଣ ; ଗିରଫ ହେଲେ ପ୍ରଧାନ ଶିକ୍ଷକ

ମାଲକାନଗିରି : ଛାତ୍ରୀଙ୍କୁ ଅସଦାଚରଣ ଯୋଗୁ ଗିରଫ ହୋଇଛିନ୍ତି ପ୍ରଧାନ ଶିକ୍ଷକ । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଏମଭି୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେ ଘଟିଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ପୁଲିସ ଗିରଫ କରିଛି। ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ଗିରଫଦାରୀ ହୋଇଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିବା ପରେ ପ୍ରଶାନ୍ତ ପାଢ଼ୀଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା … Continue reading ଛାତ୍ରୀଙ୍କୁ ଅସଦାଚରଣ ; ଗିରଫ ହେଲେ ପ୍ରଧାନ ଶିକ୍ଷକ