36.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶଏଲଓସିରେ ୨ ଆତଙ୍କବାଦୀ ନିପାତ

ଏଲଓସିରେ ୨ ଆତଙ୍କବାଦୀ ନିପାତ

ପୁଞ୍ଚ୍ : ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲା ନିକଟସ୍ଥ ନିୟନ୍ତ୍ରଣ ରେଖା (ଏଲଓସି)ରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ମିଳିତ ବାହିନୀ ରବିବାର ରାତିରେ ଏଲଓସିରେ ପାଟ୍ରୋଲିଂ କରୁଥିବାବେଳେ କେତେକ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହାଦେଖି ଯବାନମାନେ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏଥିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଆତଙ୍କବାଦୀମାନେ ପାକିସ୍ତାନ ସୀମାକୁ ଫେରିଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking