29.1 C
Bhubaneswar
Saturday, July 27, 2024
Homeଓଡିଶା+୨  ଛାତ୍ରଙ୍କ ଆତ୍ମହତ୍ୟା

+୨  ଛାତ୍ରଙ୍କ ଆତ୍ମହତ୍ୟା

ବହ୍ମପୁର : +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଠାବ । ବୈଦନାଥପୁର ଥାନା ସୂର୍ଯ୍ୟନଗରରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କାଲି ପଦାର୍ଥ ବିଜ୍ଞାନରେ ପରୀକ୍ଷାରେ ଏମ୍‌ପି କରିଥିଲେ ସ୍ୱାର୍ଡ । ଘରୋଇ କଲେଜ ଛାତ୍ର , ଖଲ୍ଲିକୋର୍ଟ କଲେଜରେ ପରୀକ୍ଷା ଦେଉଥିଲେ ।

 

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking