କୋରାପୁଟ : ଅଜଣା ରୋଗରେ ଆଉ ୨ ଜଣଙ୍କ ମୃତ୍ୟୁ । ସିମିଳିଗୁଡା ଆମ୍ବେଦକର କଲୋନୀରେ ଆଉ ୨ ଜଣଙ୍କ ମୃତ୍ୟୁ । ଗତ ୧୫ ଦିନରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି । ଗାଁରେ ପହଁଚିଲେ ୨ ବିଧାୟକ ଓ ମେଜିକାଲ ଟିମ୍ ।