ପୁରୀ ସମୁଦ୍ରରେ ବୁଡ଼ି ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ବୁଡି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକଙ୍କ ନାଁ ସମ୍ରାଟ ମଣ୍ଡଳ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ବୟସ ୩୦ ବର୍ଷ । ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଅଞ୍ଚଳରେ ସମ୍ରାଟଙ୍କ ଘର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ସମ୍ରାଟ ମଣ୍ଡଳ ପୁରୀକୁ ବୁଲିବାକୁ ଆସିଥିଲେ । ଏବଂ ଗତକାଲି ଠାରୁ ସେ ନିଖୋଜ ଥିଲେ । ବାପ ମା’ଙ୍କ ସହ ଗାଧୋଇବା ବେଳେ ସେ ଭାସିଯାଇଥିଲେ … Continue reading ପୁରୀ ସମୁଦ୍ରରେ ବୁଡ଼ି ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ