27.1 C
Bhubaneswar
Friday, July 11, 2025
Homeଅପରାଧବିବାହର ୨ମାସ ପରେ ଜାଣିଲେ ସ୍ତ୍ରୀ ୬ ମାସର ଗର୍ଭବତୀ, ଆତ୍ମହତ୍ୟା କରିଦେଲେ ସ୍ଵାମୀ

ବିବାହର ୨ମାସ ପରେ ଜାଣିଲେ ସ୍ତ୍ରୀ ୬ ମାସର ଗର୍ଭବତୀ, ଆତ୍ମହତ୍ୟା କରିଦେଲେ ସ୍ଵାମୀ

ସମ୍ବଲପୁର : ବିବାହର ୨ମାସ ପରେ ସ୍ତ୍ରୀ ୬ ମାସର ଗର୍ଭବତୀ ଥିବା ଜାଣି ଆତ୍ମହତ୍ୟା କଲେ ସ୍ଵାମୀ। ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣଙ୍କ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ କୁକୁଡାବାହିଳିର ମୋହନ ଦେହୁରୀ ଡଙ୍ଗାପଥରର ଜଣେ ଯୁବତୀଙ୍କୁ ବୈଦିକ ରିତୀନୀତିରେ ବିବାହ କରିଥିଲେ। ହେଲେ ବିବାହର ୨ମାସ ପରେ ସ୍ତ୍ରୀ ୬ ମାସର ଗର୍ଭବତୀ ଥିବା ମୋହନ ଜାଣିବାକୁ ପାଇଥିଲେ। ଏହାପରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାକୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟିରେ କଥା ପଡିଥିଲା। ଏହାପରେ ପତ୍ନୀ ବାପ ଘରେ ରହୁଥିଲେ। ତେବେ ମହୋନଙ୍କୁ ତାଙ୍କ ପତ୍ନୀ ସବୁବେଳେ ଫୋନ୍ କରି ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking