28.9 C
Bhubaneswar
Saturday, July 11, 2026
Homeଓଡିଶାଗଛ ପଡି ୨ ମୃତ

ଗଛ ପଡି ୨ ମୃତ

ବଲାଙ୍ଗିର : କାଳବୈଶାଖୀରେ ଗଛ ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କସାବାହାଲ ନିକଟରେ  ଅଘଟଣ ଘଟିଛି । ଅଟୋରେ ଯିବା ବେଳେ ରାସ୍ତାରେ ଗଛ ପଡିଯିବା ଫଳରେ ଯାତ୍ରୀ ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ମୃତ୍ୟ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking