ଭୁବନେଶ୍ୱର: କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ । ଜରୁରୀ ସେବାକୁ ଛାଡ଼ି ସବୁ ହୋଇଯିବ ଠପ୍ । ଆସନ୍ତାକାଲି ରାଜରାସ୍ତାରେ ଶକ୍ତି ଦେଖାଇବେ ବିରୋଧୀ ମେଣ୍ଟ। ସକାଳ ୬ରୁ ସନ୍ଧ୍ୟା ୬ଟା । ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ରାଲି, ପିକେଟିଂ ଓ ବିକ୍ଷୋଭ ଜରିଆରେ ବନ୍ଦକୁ ସଫଳ କରିବାକୁ କଂଗ୍ରେସ ଓ ବାମ ଦଳ ସହ ଇଣ୍ଡିଆ ବ୍ଲକ୍ର ନେତାଙ୍କ ରଣନୀତି ।
କ’ଣ ବନ୍ଦ? କ’ଣ ଖୋଲା?
ଅଟୋ ବସ୍
ଟ୍ୟାକ୍ସି ସ୍କୁଲ୍
ଟ୍ରକ୍ କଲେଜ
ସାଧାରଣ ପରିବହନ ଔଷଧ ଦୋକାନ
ଅଦାଲତ ହସ୍ପିଟାଲ୍
ବ୍ୟାବସାୟିକ ପ୍ରତିଷ୍ଠାନ ଆମ୍ବୁଲାନ୍ସ
ଦୋକାନ ବଜାର କ୍ଷୀର ଗାଡ଼ି










