28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗହୀରାକୁଦର ୧୨ ଗେଟ ଖୋଲା

ହୀରାକୁଦର ୧୨ ଗେଟ ଖୋଲା

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ ଖୋଲିଛି । ଏବେ ୧୨ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢୁଛି । ପୂର୍ବରୁ ଲଗାତର ବାବେ ଲଘୁଚାପ ହେବା କାରଣରୁ ହୀରାକୁଦରେ ୪୬ଟି ଗେଟ ଖୋଲା ଯାଇଥିଲା । ଫଳରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟର ଅନେକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ । ଅନେକ ଲୋକ ବାସ ହରାଇବା ସହିତ ଜୀବିକା ବି ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking