କାମାକ୍ଷାନର: ମହାବିରରୋଡ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ ଧରଣର ଲୁଟ୍ ହୋଇଥିବା ସୂଚନା । ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ ହୋଇଛି । ଫାଙ୍କା ଗୁଳି ଫୁଟାଇ ୨ଟି ପଲସରରେ ୪ ଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ।