ଟି-୨୦ ବିଶ୍ୱକପ-୨୦୨୩ ପାଇଁ ଘୋଷଣା ହେଲା ଶ୍ରୀଲଙ୍କା ଦଳ; ବାଦ ପଡିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ମହିଳା ବିଶ୍ୱକପ ୨୦୨୩ । ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିଶ୍ୱକପ ପାଇଁ ଶ୍ରୀଲଙ୍କା ୧୫ ଜଣିଆ ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରୁ ବାଦ ପଡିଛନ୍ତି ଶ୍ରୀଲଙ୍କାର ଅଭିଜ୍ଞ ତଥା ଷ୍ଟାର ଖେଳାଳି ହାସିନା ପେରେରା । ତାଙ୍କ ସ୍ଥାନରେ ଜଣେ ନବାଗତାଙ୍କୁ ବୋର୍ଡ ସୁଯୋଗ ଦେଇଛି । ସୂଚନା ଅନୁସାରେ, ଶ୍ରୀଲଙ୍କାର ବିଶ୍ୱକପ … Continue reading ଟି-୨୦ ବିଶ୍ୱକପ-୨୦୨୩ ପାଇଁ ଘୋଷଣା ହେଲା ଶ୍ରୀଲଙ୍କା ଦଳ; ବାଦ ପଡିଲେ ଷ୍ଟାର ଖେଳାଳି