33.1 C
Bhubaneswar
Sunday, April 28, 2024
Homeଓଡିଶାରଶି ଦେଇ ଯୁବକଙ୍କ ମୃତ୍ୟୁ

ରଶି ଦେଇ ଯୁବକଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ସୁଦର୍ଶନପୁର ଗାଁରେ ରଶି ଦେଇ ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କାଶିନାଥ ଖଟୁଆ । ସେ କଲିକତାରେ କିଛି ବର୍ଷ ଧରି କାମ କରୁଥିଲେ । କୋରୋନ ଜନିତ କଟକଣା ପାଇଁ ସେ ଗାଁକୁ ଆସିବା ପରେ କାମ ନ ପାଇ ହଇରାଣ ହରକତ ହେଉଥିଲେ । ଏଥିଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଯାଇଛି । ସ୍ଥାନୀୟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking