31.1 C
Bhubaneswar
Friday, March 29, 2024
Homeଓଡିଶାଓଲଟିଲା ଯାତ୍ରୀ ବାହି ବସ,୧୦ ରୁ ଉର୍ଦ୍ଧ ଆହତ

ଓଲଟିଲା ଯାତ୍ରୀ ବାହି ବସ,୧୦ ରୁ ଉର୍ଦ୍ଧ ଆହତ

କଳାହାଣ୍ଡି : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀ ବାହି ବସ୍ । ୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ । ଘଟଣାଟି ଘଟିଛି ଆମ୍ବପାଣି ଥାନା କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ନିକଟରେ । ଆଜି ଛତିଶଗଡ଼ ଦେଓଭୋଗ୍ ହାଇଦ୍ରାବାଦ୍ ନେଇଯାଉଥିଲା । ଶିଶୁ ମହିଳାସମେତ ୪୫ରୁ ଉର୍ଦ୍ଧ ଶ୍ରମିକ ବସ୍ରେ ଥିବା ବେଳେ ଦୁର୍ଘଟଣା  ଘଟିଛି । ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୦୮ ଓ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର  କାର୍ଯ୍ୟ ଜାରି ରହିଛି । ଗରୁତର ମାନଙ୍କୁ କୋକସରା ଓ ଧର୍ମଗଡ ମେଡିକାଲ୍ ନିଆଯାଇଛି ଚିକିତ୍ସା ପାଇଁ । ଗାଡ଼ି ଚାଲକ ଗୁରୁତର ଥିବା ଜଣା ପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ  ଉଦ୍ଧାର କାର୍ଯ୍ୟ ଜାରିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking